Jump to content

ପ୍ରସବିବା

ଉଇକିଅଭିଧାନ‌ରୁ

ପ୍ରସବିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ପ୍ରସବ)

[ସମ୍ପାଦନା]

(ସନ୍ତାନ) ଜନ୍ମ କରିବା — To give birth to; to bring forth.

ଲକ୍ଷ୍ମଣ ଶତ୍ରୁ ଘ୍ନେ ସୁମିତ୍ରା ପ୍ରସବିଲେ— କୃଷ୍ଣସିଂହ. ମହାଭାରତ ବନ