Jump to content

ପ୍ରସବ ଧର୍ମୀ

ଉଇକିଅଭିଧାନ‌ରୁ

ପ୍ରସବ ଧର୍ମୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସବ ଧର୍ମିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ରସବ+ ଧର୍ମନ୍+ ଇନ୍; ୧ : ମା. ୧ବ)

[ସମ୍ପାଦନା]

ଯେ ପ୍ରସବ କରେ; ସନ୍ତାନ ଉତ୍ପାଦକ; ଊର୍ବ୍ୱର —Prolific; productive (Apte).