Jump to content

ପ୍ରସଭ

ଉଇକିଅଭିଧାନ‌ରୁ

ପ୍ରସଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ପ୍ର=ଗତ+ ସଭା=ସମାଜ ଅର୍ଥାତ୍ ସମାଜ— ସାଧ୍ୟ ବିଚାର ଯହିଁରେ)

[ସମ୍ପାଦନା]

ଯବରଦସ୍ତି; ବଳାତ୍କାର; ବଳ ପ୍ରୟୋଗ —Violence; use of force.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]
୧. ବଳପୂର୍ବ — ୧. Forcibly; violently.
୨. ହଠାତ୍ —୨. Suddenl.
୩. ଅଧିକ ପରିମାଣରେ — ୩. Much; exceedingly.