Jump to content

ପ୍ରସଭ ହରଣ

ଉଇକିଅଭିଧାନ‌ରୁ

ପ୍ରସଭ ହରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ରସଭ+ ହରଣ)

[ସମ୍ପାଦନା]
୧. ଜବରଦସ୍ତି କୌଣସି ବସ୍ତୁ ନେଇଯିବା; ବଳାତ୍କାର ପୂର୍ବକ ହରଣ; ଡକାଇତି —୧. Dacoity; snatching away anything by force.
୨. ବଳପୂର୍ବକ ସ୍ତ୍ରୀହରଣ — ୨. Kidnapping.