Jump to content

ପ୍ରସମୀକ୍ଷଣ

ଉଇକିଅଭିଧାନ‌ରୁ

ପ୍ରସମୀକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସମୀକ୍ଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ପ୍ର+ସମୀକ୍ଷଣ)

[ସମ୍ପାଦନା]
୧. ବିବେଚନା — ୧. Consideration.
୨. ଉତ୍ତମରୂପେ ବିଚାର କରିବା — ୨. Delibearation.
୩. ତର୍କବିତର୍କ —୩. Discussion.