ପ୍ରସର୍ପକ
ଦେଖଣା
ପ୍ରସର୍ପକ
ଉଚ୍ଚାରଣ
[ସମ୍ପାଦନା](ପ୍ରସର୍ପି—ଅନ୍ୟରୂପ)
ପ୍ରସର୍ପିକା, ପ୍ରସର୍ପିଣୀସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ସୃପ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଅନାହୂତ ହୋଇ ଉପସ୍ଥିତ ହୋଇଥିବା ବ୍ୟକ୍ତି — ୧. An intruder; a person who attends a function uninvited.
- ୨. ଆଗକୁ ଗତି କରୁଥିବା — ୨. Advancing.
- ୩. ଚାରିଆଡ଼େ ବ୍ୟାପି ଥିବା —୩. Pervading.
- ୪. ଗୁରୁଣ୍ଡି କରି ଯାଉଥିବା —୪. Creeping.