Jump to content

ପ୍ରସର୍ପଣ

ଉଇକିଅଭିଧାନ‌ରୁ

ପ୍ରସର୍ପଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସୃପ୍ ଧାତୁ=ଯିବା+ଭାବ. ଅନ)

[ସମ୍ପାଦନା]
୧. ପ୍ରସରଣ; ବିସ୍ତାର; ବ୍ୟାପି; ଘୋଟିଯିବା — ୧. Spreading on all sides; expanding; pervanding.
୨. ଗମନ —୨. Going; moving.
୩. ସନ୍ତରଣ —୩. Swimming.
୪. ଅଗ୍ରସର ହେବା —୪. Advancing.
୫. ଗୁରୁଣ୍ଡି କରି ଯିବା —୫. Creeping or crawling forth.