Jump to content

ପ୍ରସହ୍ୟ ହରଣ

ଉଇକିଅଭିଧାନ‌ରୁ

ପ୍ରସହ୍ୟ ହରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବଳାତ୍କାର ଅପହରଣ; ଲୁଟି; ଡକାଇତି — ୧. Dacoity; plunder.
୨. ଯବରଦସ୍ତି ନେଇଯିବା —୨. Violent or forcible seizure; snatching away by force.