ପ୍ରସାଜଳା
ଦେଖଣା
ପ୍ରସାଜଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରସାଜଳା
|
(ପ୍ରସାପୋଡ଼ା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସା ଓ ଜ୍ୱାଳା; ଜ୍ୱଳନ)
[ସମ୍ପାଦନା]ପ୍ରସାବ କରିବା ସମୟରେ ପ୍ରସାବ ନଳୀରେ ଯନ୍ତ୍ରଣା ଅନୁଭୂତିରୂପକ ରୋଗବିଶେଷ — Painful urination.
ପ୍ରସାଜଳା
|
(ପ୍ରସାପୋଡ଼ା—ଅନ୍ୟରୂପ)
ପ୍ରସାବ କରିବା ସମୟରେ ପ୍ରସାବ ନଳୀରେ ଯନ୍ତ୍ରଣା ଅନୁଭୂତିରୂପକ ରୋଗବିଶେଷ — Painful urination.