ପ୍ରସାଦକ
ଦେଖଣା
ପ୍ରସାଦକ
ଉଚ୍ଚାରଣ
[ସମ୍ପାଦନା](ପ୍ରସାଦୀ—ଅନ୍ୟରୂପ)
(ପ୍ରସାଦିକା, ପ୍ରସାଦିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ସଦ୍ ସାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନିର୍ମଲତାସମ୍ପାଦକ — ୧. Bringing about or producing clearness.
- ୨. ଅନୁଗ୍ରହକାଙ୍କ୍ଷୀ —୨. Solicitous of favour.
- ୩. ପ୍ରୀତିକର —୩. Pleasing.
- ୪. ନିର୍ମଳ —୪. Clear.
- ୫. ଯେ ପ୍ରସନ୍ନତା ଜନ୍ମାଏ —୫. Propitiating.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବଧାନ୍ୟ —୧. A kind of grain.
- ୨. ବାସ୍ତୁକ; ବଥୁଆ ଶାଗ —୨. A kind of pet-herb; white goose foot; Chenopodium Album.