Jump to content

ପ୍ରସାଦନ

ଉଇକିଅଭିଧାନ‌ରୁ

ପ୍ରସାଦନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସାଦନୀୟ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପ୍ରସନ୍ନାତାସମ୍ପାଦନ —୧. Gratifying; act of pleasing; propitiating.
୨. ପରିଷ୍କରଣ — ୨. Clearing; cleansing; purifying.
୩. ଅନ୍ନ —୩. Boiled rice.
୪. ରାଜକୀୟ ପଟ୍ଟବାସ — ୪. A royal tent (Apte).
(ପ୍ରସାଦନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ପ୍ରସନ୍ନତାସମ୍ପାଦନକାରୀ (ହିନ୍ଦୀ - ଶ) —Propitiating; pleasing.