ପ୍ରସାଦି
ଦେଖଣା
ପ୍ରସାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରସାଦ)
[ସମ୍ପାଦନା]ଦେବନିବେଦିତ ଖାଦ୍ୟ — Food offered to a Deity.
ଅନୁବାଦ
[ସମ୍ପାଦନା]ପ୍ରସାଦି
|
ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରସାଦିତ)
[ସମ୍ପାଦନା]ଦେବତାଙ୍କଠାରେ ଲାଗି ହୋଇଥିବା (ବସ୍ତ୍ର, ମାଳ ଆଦି) —(cloth, garland etc) Used and then put off by an idol; discarded.