ପ୍ରସାଦିତ
ଦେଖଣା
ପ୍ରସାଦିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସଦ୍ ଧାତୁ ଣିଚ୍+କର୍ମ. ତ)
[ସମ୍ପାଦନା]- ୧. ଅନୁଗୃହୀତ — ୧. Favoured; treated graciously.
- ୨. ସନ୍ତୁଷ୍ଟ —୨. Satisfied; pleased.
- ୩. ପୂଜିତ —୩. Worshipped.
- ୪. ପରିଷ୍କୃତ —୪. Purified.
- ୫. ଅନୁଗ୍ରହଦତ୍ତ —୫. Bestowed graciously.
- ୬. ଯାହାର ପ୍ରସନ୍ନତା ସମ୍ପାଦନ କରାଯାଇଅଛି — ୬. Appeased; propitiated (Apte).
- ୭. ଶମିତ —୭. Calmed; soothed (Apte).