Jump to content

ପ୍ରସାଧକ

ଉଇକିଅଭିଧାନ‌ରୁ

ପ୍ରସାଧକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସାଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ସାଧ୍ ଧାତୁ=ସିଦ୍ଧ କରିବା; ଭୂଷିତ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିର୍ବାହକ — ୧. Accomplishing.
୨. ବେଶକାରୀ —୨. Adorning; decorating.
୩. ପରିଷ୍କାରକ —୩. Cleansing; purifying.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭୃତ୍ୟ —୧. Servant.
୨. ବେଶକାରୀ ଭୃତ୍ୟ; ଖଟଣି ସେବକ — ୨. A servant whose duty is to dress the master or mistress; a valet-de-chambre.