ପ୍ରସାଧନ
ଦେଖଣା
ପ୍ରସାଧନ
ଉଚ୍ଚାରଣ
[ସମ୍ପାଦନା](ପ୍ରସାଧିତ, ପ୍ରସାଧନୀୟ—ବିଣ)
ସଂସ୍କୃତ - ବିଶେଷ୍ୟ - (ପ୍ର+ସାଧ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଅଳଙ୍କାରଣ; ସଜାଇବା; ବେଶ କରିବା —୧. Decoration; embellishment.
- ୨. ବନ୍ଦୋବସ୍ତ —୨. Arranging.
- ୩. ସାଧନ; ସମ୍ପାଦନ — ୩. Accomplishing; effecting.
- ୪. (+କରଣ. ଅନ) ବେଶ; ସଜ୍ଜାର ଉପକରଣ; ସାଜ — ୪. Dress; toilette.
- ୫. କଙ୍କତିକା; ପାନିଆ —୫. Hair comb.
- ୬. ମହାବଳ ଲତା (ହିନ୍ଦୀ - ଶ) — ୬. A medicinal creeper.