Jump to content

ପ୍ରସାଧନୀ

ଉଇକିଅଭିଧାନ‌ରୁ

ପ୍ରସାଧନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରସାଧନ+ସ୍ତ୍ରୀ. ଈ)

[ସମ୍ପାଦନା]
୧. କଙ୍କତିକା; ପାନିଆ — ୧. Comb.
୨. ଭାଙ୍ଗ; ସିଦ୍ଧି —୨. An intoxicating drink made with the leaves of hemp.