Jump to content

ପ୍ରସାଧିକା

ଉଇକିଅଭିଧାନ‌ରୁ

ପ୍ରସାଧିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପ୍ରସାଧକ+ସ୍ତ୍ରୀ. ଆ)

[ସମ୍ପାଦନା]

ପ୍ରସାଧକର ସ୍ତ୍ରୀଲିଙ୍ଗ Feminine of Prasādhaka.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିବାର ଧାନ୍ୟ (ହିନ୍ଦୀ - ଶ.) — ୧. Paddy growing wild.
୨. ରାଣୀଙ୍କ ବେଶକାରିଣୀ ଦାସୀ —୨. A lady's maid; a female attendant who looks to the toilet of her mistress (Apte).