Jump to content

ପ୍ରସାରଣୀ

ଉଇକିଅଭିଧାନ‌ରୁ

ପ୍ରସାରଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ+କର୍ତ୍ତୃ. ଅନ; ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ପସାରୁଣୀ (ଦେଖ) - ୧. Pasāruṇī (See)
୨. ଲାଜକୁଳୀ (ଲତା) (ଦେଖ) - ୨. Lājakuḻī (creeper) (See)
୩. ଲୁଟପାଟ ନିମନ୍ତେ ସୈନ୍ୟମାନଙ୍କର ସର୍ବତୋବ୍ୟାପ୍ତି ବା ଖେଦି ଯିବା —୩. The diffusion or dispersion of an army for the purpose of looting.
୪. ଶତ୍ରୁକୁ ଘେରିଯିବା —୪. Surrounding an enemy.