Jump to content

ପ୍ରସାରିତ

ଉଇକିଅଭିଧାନ‌ରୁ

ପ୍ରସାରିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ସୃ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]
୧. ବିସ୍ତାରିତ — ୧. Outstretched; extended.
୨. ବ୍ୟାପ୍ତ; ବିକ୍ଷିପ୍ତ —୨. Diffused.
୩. ସମ୍ପାଦିତ —୩. Completed; accomplished.


୪. ବିକଶିତ —୪. Expanded (Apte).
୫. ବିକ୍ରି ନିମନ୍ତେ ବିସ୍ତାରିତ (ପଣ୍ୟଦ୍ରବ୍ୟ) — ୫. Exhibited; exposed for sale.