ପ୍ରସାରିବା
ଦେଖଣା
ପ୍ରସାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରସାରିବା
|
ଦେଶଜ - କ୍ରି. (ସଂସ୍କୃତ - ପ୍ରସାର)
[ସମ୍ପାଦନା]- ୧. ବିସ୍ତାର କରିବା — ୧. To spread.
ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି କବିସୂର୍ଯ୍ୟ. କିଶୋରୀଚମ୍ପୂ
- ୨. (ଲକ୍ଷଣାର୍ଥ) କହିବା —୨. (fig) To speak.
ବୋଧ ଅର୍ଥେ, ବିଭୀଷଣ ପ୍ରସାରେ ଭାରତୀ ଭଞ୍ଜ. ବୈଦେହୀଶବିଳାସ
- ୩. ପଣ୍ୟଦ୍ରବ୍ୟାଦିକୁ ବିକ୍ରିପାଇଁ ମେଲାଇ ରଖିବା — ୩. To exhibit or expose commodities for sale.