Jump to content

ପ୍ରସିଦ୍ଧି ତ୍ୟାଗ

ଉଇକିଅଭିଧାନ‌ରୁ

ପ୍ରସିଦ୍ଧି ତ୍ୟାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଳଙ୍କାର)

[ସମ୍ପାଦନା]

ଶବ୍ଦଦୋଷବିଶେଷ — A defect in composition.

[ଦ୍ରଷ୍ଟବ୍ୟ —ଯେଉଁଠାରେ ସାଧାରଣ ବ୍ୟବହୃତ ଶବ୍ଦ ବ୍ୟବହୃତ ନ ହୋଇ ଅସାଧାରଣ ଶବ୍ଦର ପ୍ରୟୋଗ କରାଯାଇଥାଏ ସେଠାରେ ଏହି ଦୋଷ ଘଟେ; ଯଥା ===

ବୃଥା ହାଣୁ ଥିଲା ମୃଗୀ ଅଙ୍ଗେ ବାଣସିନା ସୂନ୍ଦରୀ ଚାହାଣୀ ଭଙ୍ଗୀରୁ ଥିଲେ ସେହୁ ଯେଣୁ ଆଗହୁଁ ମରି ରାଧାନାଥ. ଉଷା

ଏଠାରେ 'ବାଣ ବିନ୍ଧିବା' ଅର୍ଥରେ 'ବାଣ ହାଣିବା' ପ୍ରୟୋଗ ପ୍ରସିଦ୍ଧି— ତ୍ୟାଗ ଦୋଷଯୁକ୍ତ]