ପ୍ରସୂ
ଦେଖଣା
ପ୍ରସୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ର+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ଜନନୀ; ମାତା —୧. Mother.
- ୨. ଘୋଟକୀ —୨. A mare.
- ୩. କଦଳୀ ଗଛ —୩. Plantain tree.
- ୪. ବିରୁତ୍; ମାଡ଼ିବା ଲତା —୪. A spreading creeper.
- ୫. କୋମଳ ତୃଣ —୫. Soft grass (Apte).
- ୬. କୁଶ ତୃଣ —୬. Kuṡa grass (Apte).
ବିଶେଷଣ - ସ୍ତ୍ରୀ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ନିରପ୍ରସୂ)
[ସମ୍ପାଦନା]ଯେ ଜନ୍ମକରେ —Bringing forth; producing.