ପ୍ରସୃତଜ
ମହାଭାରତ ଅନୁସାରେ ବ୍ୟଭିଚାରରୁ ଉତ୍ପନ୍ନ ସନ୍ତାନ; କୁଣ୍ଡ ଓ ଗୋଲକ (ହିନ୍ଦୀ - ଶ) —A particular class of sons born out of adultery; an adulterine (Apte).