ପ୍ରସେକ
ଦେଖଣା
ପ୍ରସେକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସିଚ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ସେଚନ; ସିଞ୍ଚିବା —୧. Sprinkling.
- ୨. ଦ୍ରବ ପଦାର୍ଥର ଯେଉଁ ଅଂଶ ନିଗିଡ଼ି କରି ଟୋପା ଟୋପା ହୋଇ ପଡ଼େ —୨. Dropping of a liquid.
- ୩. ସୂଶ୍ରୁତୋକ୍ତ ଅସାଧ୍ୟ ରୋଗବିଶେଷ (ହିନ୍ଦୀ - ଶ) — ୩. A kind of serious disease.
- ୪. ଚରକୋକ୍ତ ନାକରୁ ଓ ମୁଁହରୁ ପାଣି ପଡ଼ିବା ରୋଗ (ହିନ୍ଦୀ - ଶ) — ୪. A disease resulting into the issue of watery substance from the nose and the mouth; watering of the mouth and nose (Apte).
- ୫. ଅଣକର ପାତ୍ର — ୫. The bowl of a spoon of ladle (Apte).