ପ୍ରସେନଜିତ୍
ଦେଖଣା
ପ୍ରସେନଜିତ୍
ଉଚ୍ଚାରଣ
[ସମ୍ପାଦନା](ପ୍ରସେନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାଗବତୋକ୍ତ ସତ୍ରାଜିତଙ୍କର ଏକ ଭାଇ — Name of a brother of Satrājita.
[ଦ୍ରଷ୍ଟବ୍ୟ —ଏ ଯଯାତିଙ୍କ ଜ୍ୟୋଷ୍ଠପୁତ୍ର ଯଦୁଙ୍କ ବଂଶଧର ଥିଲେ (ଜ୍ଞାନେନ୍ଦ୍ର) ପ୍ରସେନଜିତ୍ଙ୍କ ନିକଟରେ ସ୍ୟମନ୍ତକ ମଣି ଥିଲା ସେ ତାକୁ ପିନ୍ଧି ଦିନେ ଶିକାର କରିବାକୁ ଯାଇଥିଲେ ଅରଣ୍ୟରେ ଗୋଟିଏ ସିଂହ ତାଙ୍କୁ ମାରି ତାଙ୍କଠାରୁ ମଣି ନେଲା ଉକ୍ତ ସିଂହକୁ ଜମ୍ୱବାନ୍ ମାରି ଉକ୍ତ ମଣି ନେଲେ ପ୍ରସେନଜିତ୍ଙ୍କୁ ମାରି ତାଙ୍କଠାରୁ ମଣି ଛଡ଼ାଇ ନେଇଛନ୍ତି ବୋଲି ସତ୍ରାଜିତ ଶ୍ରୀକୃଷ୍ଣଙ୍କୁ ଅପବାଦ ଦେବାରୁ ଶ୍ରୀକୃଷ୍ଣ ଏ ଅପବାଦକ୍ଷାଳନାର୍ଥ ବନକୁ ଯାଇ ଜାମ୍ୱବାନଙ୍କଠାରେ ଉକ୍ତ ମଣି ଦେଖିଲେ ଜାମ୍ୱବାନ ଉକ୍ତ ମଣି
ସହିତ ଅପଣା କନ୍ୟା ଜାମ୍ୱବତୀଙ୍କୁ ଶ୍ରୀକୃଷ୍ଣଙ୍କଠାରେ ଅର୍ପଣ କଲେ ଶ୍ରୀକୃଷ୍ଣ ଜାମ୍ୱବତୀଙ୍କୁ ବିବାହ କଲେ ଓ ସ୍ୟମନ୍ତକ ମଣିକୁ ସତ୍ରାଜିତଙ୍କୁ ଦେଲେ—ହିନ୍ଦୀ - ଶ.]