Jump to content

ପ୍ରସ୍କନ୍ଦ

ଉଇକିଅଭିଧାନ‌ରୁ

ପ୍ରସ୍କନ୍ଦ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସ୍କନ୍ଦନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍କନ୍ଦ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. କୁଦା; ଡ଼ିଆଁ (ହିନ୍ଦୀ - ଶ) —୧. Jump; leap.
୨. (+କର୍ତ୍ତୃ. ଅ) ଶିବ (ହିନ୍ଦୀ - ଶ) — ୨. Ṡiba.
୩. ଜୁଲାବ; ବିରେଚକ ଔଷଧ —୩. Purgative.
୪. ଅତିସାର —୪. Dysentery; diarrhoea.