ପ୍ରସ୍କନ୍ନ
ଦେଖଣା
ପ୍ରସ୍କନ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ପତିତ (ଜ୍ଞାନେନ୍ଦ୍ର) — ୧. Fallen; dropped.
- ୨. ଗତ (ଜ୍ଞାନେନ୍ଦ୍ର) —୨. Gone.
- ୩. ନିଃସୃତ; ବିଗଳିତ (ଜ୍ଞାନେନ୍ଦ୍ର) —୩. Issuing.
- ୪. ଶୁଷ୍କ (ଜ୍ଞାନେନ୍ଦ୍ର) —୪. Dry.
- ୫. ସମାଜର ନିୟମଭଙ୍ଗକାରୀ (ହିନ୍ଦୀ - ଶ) — ୫. Infringing the rules of society.
- ୬. (+କର୍ମ. ତ) —୬. Defeated (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଘୋଡ଼ାର ରୋଗବିଶେଷ — ୧. A disease attacking horses.
[ଦ୍ରଷ୍ଟବ୍ୟ —ଏ ରୋଗରେ ଘୋଡ଼ାର ଛାତି ଭାରି ହୁଏ ଓ ଶରୀର ସ୍ତବ୍ଧ ହୁଏ ଚାଲିଲାବେଳେ ଘୋଡ଼ା ଛୋଟାଏ—ହିନ୍ଦୀ - ଶ]
- ୨. ସମାଜଚ୍ୟୁତ ବ୍ୟକ୍ତି —୨. An outcast (Apte).