ପ୍ରସ୍ତର
ଦେଖଣା
ପ୍ରସ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପାଷାଣ; ପଥର —୧. Stone.
- ୨. ରତ୍ନ; ମଣି —୨. Gem; jewel.
- ୩. ପୁଷ୍ପ ପଲ୍ଲବାଦିରଚିତ ଶଯ୍ୟା — ୩. A bed made of flowers and leaves.
- ୪. ତୃଣ ଆଦିର ଗୋଛା (ହିନ୍ଦୀ - ଶ) — ୪. A sheaf or handful or grass.
- ୫. ଶଯ୍ୟା; ବିଛଣା (ହିନ୍ଦୀ - ଶ) —୫. Bed.
- ୬. ଚମଡ଼ାର ଥଳି (ହିନ୍ଦୀ - ଶ) —୬. Leathern bag.
- ୭. ସମତଳ (ହିନ୍ଦୀ - ଶ) — ୭. A flat surface; plain (Apte).
- ୮. ପୁସ୍ତକର ପରିଛେଦ — ୮. Section or paragraph of a work (Apte).