Jump to content

ପ୍ରସ୍ତାବ

ଉଇକିଅଭିଧାନ‌ରୁ

ପ୍ରସ୍ତାବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ପିସାବ)

[ସମ୍ପାଦନା]

ପରିସ୍ରା —Urine.



ପ୍ରସ୍ତାବ

ଉଚ୍ଚାରଣ

[ସମ୍ପାଦନା]

ପ୍ରସ୍ତାବିତ, ପ୍ରସ୍ତାବ୍ୟବିଣ

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରାମ୍ଭ କରିବା+ ଭାବ. ଅ)

[ସମ୍ପାଦନା]
୧. ପ୍ରସଙ୍ଗ; ବିଷୟ — ୧. Subject; matter; topic.
୨. ଉଲ୍ଲେଖ —୨. Mention of a matter.
୩. ପ୍ରାକ୍କଥନ; ଅବତାରଣା; କଥାରମ୍ଭ — ୩. Introduction; preliminary mention of a matter.
୪. ପରିଛେଦ; ପ୍ରକରଣ —୪. Chapter; section.
୫. ସୁଯୋଗ —୫. Oppertunity; proper or fit season.
୬. ଅବସର —୬. Occasion.
୭. ସାମବେଦର ଅଙ୍ଗବିଶେଷ — ୭. A part of the Sāma Veda.
୮. ଆରାମ୍ଭ —୮. Beginning; commencement (Apte).
୯. ପ୍ରସ୍ତାବନା; ନାଟକାଦିର ଅବତାରଣା — ୯. The prologue of a drama (Apte).
୧. ଚର୍ଚ୍ଚା; ଅବସର ବେଳେ କଥିତ ବାକ୍ୟ (ହିନ୍ଦୀ - ଶ) — ୧୦. Discussion.
୧୧. ପ୍ରସ୍ତୋତା ନାମକ ଋତ୍ୱିକ୍ଦ୍ୱାରା ଗୀତ ସାବବେଦର ଗାନ (ହିନ୍ଦୀ - ଶ) —୧୧. The prelude or introductory song of the Sāma Veda.


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ)

[ସମ୍ପାଦନା]

କୌଣସି ସଭାରେ ଆଲୋଚିତ ବା ଗୃହୀତ ହେବା ପାଇଁ ଉପସ୍ଥାପିତ ବିଷୟ — A proposal made at a meeting or assembly.

[ଦ୍ରଷ୍ଟବ୍ୟ —ସଭାରେ ଜଣେ ଗୋଟିଏ ପ୍ରସ୍ତାବ (proposal) ଉପସ୍ଥାପିତ କରେ; ତତ୍ପରେ ତାକୁ ଅନ୍ୟ କେହି ଅନୁମୋଦନ (seconding) ଓ ସମର୍ଥନ (supporting) କରନ୍ତି, ତତ୍ପରେ ସଭାସ୍ଥ ବ୍ୟକ୍ତିମାନଙ୍କ ମତ (vote) ନିଆଯାଇ ତାହା ଗୃହୀତ (passed) ବା ନାମଞ୍ଜୁର (rejected or lost) ହୁଏ]