Jump to content

ପ୍ରସ୍ତାବକ

ଉଇକିଅଭିଧାନ‌ରୁ

ପ୍ରସ୍ତାବକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସ୍ତାବିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ସ୍ତୁ ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ପ୍ରସ୍ତାବ ଆଗତ କରେ — ୧. Proposing.
୨. (ଆଧୁନିକ) ସଭାରେ କୌଣସି ପ୍ରସ୍ତାବର ଉପସ୍ଥାପକ — ୨. Making a proposal at a meeting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରସ୍ତାବ ଉପସ୍ଥାପିତ କରିବା ବ୍ୟକ୍ତି — Proposer.