Jump to content

ପ୍ରସ୍ତାବିତ

ଉଇକିଅଭିଧାନ‌ରୁ

ପ୍ରସ୍ତାବିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ରସ୍ତାବ+କୃତାର୍ଥେ. ଇତ)

[ସମ୍ପାଦନା]
୧. ପ୍ରସ୍ତାବ କରା— ଯାଇ ଥିବା —୧. Proposed.
୨. ଉଲ୍ଲିଖିତ —୨. Mentioned.
୩. ଉତ୍ଥାପିତ —୩. Introduced.
୪. ପ୍ରସଙ୍ଗକ୍ରମେ ଉକ୍ତ —୪. Referred to.