ପ୍ରସ୍ତାବ ଗ୍ରହଣ
ଦେଖଣା
ପ୍ରସ୍ତାବ ଗ୍ରହଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ; ୬ଷ୍ଠୀ ତତ୍)
[ସମ୍ପାଦନା]ସଭାରେ ଉପସ୍ଥାପିତ ପ୍ରସ୍ତାବର ସଭ୍ୟମାନଙ୍କଦ୍ୱାରା ମଞ୍ଜୁର କରାଯିବା —The passing of a proposal.
[ଦ୍ରଷ୍ଟବ୍ୟ —ସଭା ସମିତିରେ ଉପସ୍ଥାପିତ ପ୍ରସ୍ତାବ ସମ୍ପର୍କରେ କେତେଗୁଡ଼ିଏ ଶବ୍ଦ ଭାଷାରେ ବ୍ୟବହୃତ ହୁଏ; ଯଥା—ପ୍ରସ୍ତାବ ଅନୁମୋଦନ, ପ୍ରସ୍ତାବ ସମର୍ଥନ, ପ୍ରସ୍ତାବ ସଂଶୋଧନ, ପ୍ରସ୍ତାବ ନାମଞ୍ଜୁର]