Jump to content

ପ୍ରସ୍ତୁତାଳଂକାର

ଉଇକିଅଭିଧାନ‌ରୁ

ପ୍ରସ୍ତୁତାଳଂକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଅଳଙ୍କାରରେ ପ୍ରସ୍ତୁତ (ଉପସ୍ଥିତ) ବସ୍ତୁ ସମ୍ୱନ୍ଧେ କେତେକ କଥା କହି ବକ୍ତାର ଅଭିପ୍ରାୟ ଅନ୍ୟ ପ୍ରସ୍ତୁତ ବସ୍ତୁ ପ୍ରତି ଖଟା ଯାଏ— (ହିନ୍ଦୀ - ଶ.) —A kind of figure of speech, in which a reference is made to the subject in hand which may to applicable to another.