ପ୍ରସ୍ଥାନ
ଦେଖଣା
ପ୍ରସ୍ଥାନ
ଉଚ୍ଚାରଣ
[ସମ୍ପାଦନା](ପ୍ରସ୍ଥାପନ—ଣିଜନ୍ତରୂପ)
ପ୍ରସ୍ଥିତ, ପ୍ରସ୍ଥାନୀୟବିଣ
ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ଥା ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଗମନ; ଯିବା — ୧. Going; proceeding.
- ୨. କୌଣସି ସ୍ଥାନ ତ୍ୟାଗ କରି ଯିବା — ୨. Departure; exodus.
- ୩. ଯାତ୍ରା —୩. Starting from a place; procession.
- ୪. ସୈନ୍ୟମାନଙ୍କର ଯୁଦ୍ଧାର୍ଥ ଗମନ — ୪. The march of an army.
- ୫. ଶତ୍ରୁର ଅଭିମୁଖରେ ବିଜିଗୀଷୁର ଯାତ୍ରା — ୫. The march of an assailant expedition.
- ୬. ହୀନବ୍ୟକ୍ତିଙ୍କ ଚରିତବର୍ଣ୍ଣାତ୍ମକ ୨ ଅଙ୍କଯୁକ୍ତ ନାଟକବିଶେଷ — ୬. An inferior kind of drame in ୨ acts.
- ୭. ରୀତି; ପଦ୍ଧତି —୭. Mode; system.
- ୮. ମୃତ୍ୟୁ —୯. Death (Apte),.
- ୯. ପ୍ରେରଣ —୯. Sending away; despatching (Apte).
- ୧. (+ଅଧିକରଣ. ଅନ) ମାର୍ଗ (ହିନ୍ଦୀ - ଶ) —୧୦. Way; road.