ପ୍ରସ୍ଥାନିକ
ଦେଖଣା
ପ୍ରସ୍ଥାନିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରସ୍ଥାନ+ବିହାତ ଅର୍ଥରେ. ଇକ)
[ସମ୍ପାଦନା]- ୧. ପ୍ରସ୍ଥାନ ବା ବିଦାୟ କାଳୀନ — ୧. Relating to the time of departure.
- ୨. ବିଦାୟକାଳରେ ବ୍ୟବହୃତ ବା ପ୍ରଦର୍ଶିତ (ମଙ୍ଗଳ ଦ୍ରବ୍ୟ) (ଯଥା—ଦହି, ମାଛ, ଶଙ୍ଖ) —୨. (any article) Considered auspicious to be seen on the occassion of starting on a mission.
[ଦ୍ରଷ୍ଟବ୍ୟ —ମହାଭାରତରେ ପାଣ୍ଡବମାନଙ୍କର ମହା ପ୍ରସ୍ଥାନ ବର୍ଣ୍ଣିତ ହୋଇ ଥିବା ପର୍ବର ନାମ ପ୍ରସ୍ଥାନିକ ପର୍ବ]