Jump to content

ପ୍ରସ୍ଥାପନ

ଉଇକିଅଭିଧାନ‌ରୁ

ପ୍ରସ୍ଥାପନ

ଉଚ୍ଚାରଣ

[ସମ୍ପାଦନା]

ପ୍ରସ୍ଥାପିତ, ପ୍ରସ୍ଥାପନୀୟବିଣ

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ)

[ସମ୍ପାଦନା]
୧. ପଠାଇବା; ପ୍ରେରଣ — ୧. Sending away; despatching.
୨. ରାଜକୀୟ ଦୌତ୍ୟ କାର୍ଯ୍ୟରେ ବିୟୋଗ — ୨. Appointment to an embassy.
୩. ଅନ୍ୟର ଗବାଦି ପଶୁସହ ପଳାୟନ —୩. Harrying; cattle-lifting; carrying away of cattle.
୪. ପ୍ରମାଣିତ କରିବା —୪. Proving; demonstrating (Apte).
୫. ନିୟୋଜନ —୫. Using; employing (Apte).