Jump to content

ପ୍ରସ୍ଥାୟୀ

ଉଇକିଅଭିଧାନ‌ରୁ

ପ୍ରସ୍ଥାୟୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସ୍ଥାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ସ୍ଥା ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ଯାତ୍ରା କରୁଅଛି — ୧. Departing; starting.
୨. ଭ୍ରମଣକାରୀ —୨. Traveling; going (Apte).