Jump to content

ପ୍ରସ୍ଥିତ

ଉଇକିଅଭିଧାନ‌ରୁ

ପ୍ରସ୍ଥିତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସ୍ଥିତା—ସ୍ତ୍ରୀ) 

(ପ୍ରସ୍ଥିତି—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ସ୍ଥିତ)

[ସମ୍ପାଦନା]
୧. ଚାଲି ଯାଇଥିବା; ଗତ — ୧. Departed; gone; set out.
୨. ଗମନୋଦ୍ୟତ —୨. Ready to depart.