Jump to content

ପ୍ରସ୍ନବ

ଉଇକିଅଭିଧାନ‌ରୁ

ପ୍ରସ୍ନବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ନୁ ଧାତୁ=ବହିବା+ଭାବ. ଅ)

[ସମ୍ପାଦନା]
୧. ଧାର ବହିବା —୧. Flowing (Apte).
୨. ଜଳୀୟ ପଦାର୍ଥର ଧାର — ୨. A stream or flow (as of milk) (Apte).
୩. କ୍ଷରଣ; ସ୍ରାବ —୩. Exudation (Apte)