Jump to content

ପ୍ରସ୍ଫୁଟ

ଉଇକିଅଭିଧାନ‌ରୁ

ପ୍ରସ୍ଫୁଟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରସ୍ଫୁଟିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପ୍ର+ସ୍ଫୁଟ୍ ଧାତୁ=ବିକସିତ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଉତ୍ତମରୂପେ ଫୁଟିଥିବା; ବିକଶିତ; ପ୍ରଫୁଲ୍ଲ — ୧. Full blown; expanded.
୨. ପ୍ରକାଶିତ; ପ୍ରକଟିତ — ୨. Manifest; published; divulged.
୩. ସୁସ୍ପଷ୍ଟ —୩. Plain; clear; evident.