Jump to content

ପ୍ରସ୍ଫୁରିତ

ଉଇକିଅଭିଧାନ‌ରୁ

ପ୍ରସ୍ଫୁରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ସ୍ଫୁରିତ)

[ସମ୍ପାଦନା]
୧. ସ୍ଫୀତ; ଫୁଲି ଉଠିବା — ୧. Swollen.
୨. ମୁକୁଳିତ —୨. Budded.
୩. ବିକଶିତ —୩. Full blown.
୪. ଥରୁଥିବା; କମ୍ପିତ —୪. Shaking; shivering quivering; trembling.