Jump to content

ପ୍ରସ୍ଫୁରିତାଧର

ଉଇକିଅଭିଧାନ‌ରୁ

ପ୍ରସ୍ଫୁରିତାଧର

ଉଚ୍ଚାରଣ

[ସମ୍ପାଦନା]
(ପ୍ରସ୍ପୁରିତାଧରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରାହି; ପ୍ରସ୍ଫୁରିତ+ଅଧର)

[ସମ୍ପାଦନା]

(କ୍ରୋଧ ଯୋଗୁଁ) ଯାହାର ଓଠ ଥରୁ ଥାଏ; କମ୍ପିତାଧର — With quivering lips.