Jump to content

ପ୍ରସ୍ରଂଶ

ଉଇକିଅଭିଧାନ‌ରୁ

ପ୍ରସ୍ରଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ରଂଶ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ପତନ — ୧. Falling down.
୨. ଗର୍ଭସ୍ରାବ; ଗର୍ଭପାତ —୨. Miscarriage; abortion.