ପ୍ରସ୍ରବ
ଦେଖଣା
ପ୍ରସ୍ରବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ରୂ ଧାତୁ= କ୍ଷରିବା+ ଭାବ.ଅ)
[ସମ୍ପାଦନା]- ୧. ତରଳିବା — ୧. Melting.
- ୨. କ୍ଷରଣ; ଗଳନ —୨. Distillation.
- ୩. ଟୋପା ଟୋପା ପଡ଼ିବା —୩. Oozing; dropping.
- ୪. ଝରିବା; ନିଗିଡ଼ିବା —୪. Trickling; running.
- ୫. ବୋହିବା —୫. Flowing.
- ୬. (+ କର୍ତ୍ତୃ. ଅ)—ସ୍ତନରୁ ବା ପହ୍ନା ସ୍ରବିବା ଦୁଗ୍ଧ — ୬. Milk flowing from the breast or udder (Apte).
- ୭. ପ୍ରସ୍ରାବ; ମୂତ୍ର —୭. Urine (Apte).
- ୮. ପେକ —୮. The overflowing scum of boiling rice (Apte).
- ୯. ଧାର; ସ୍ରୋତଃ —୯. A flow; a stream (Apte).