Jump to content

ପ୍ରସ୍ରବଣ

ଉଇକିଅଭିଧାନ‌ରୁ

ପ୍ରସ୍ରବଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଶ୍ର(ସ୍ର)ବିତ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଶ୍ରୁ ଧାତୁ= ସ୍ରବିବା+ଭାବ. ଅନ)

[ସମ୍ପାଦନା]
୧. ଝରଣା; ନିର୍ଝର — ୧. Spring; cascade; water-fall.
୨. କ୍ଷରଣ; ଝରିବା —୨. Oozing; dripping.
୩. ମାଲ୍ୟବାନ୍ ପର୍ବତ —୩. A range of hills in the Western ghats of India.



ପ୍ରସ୍ରବଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ରୂ ଧାତୁ+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ଉତ୍ସ; ନିର୍ଝର; ଝରଣା —୧. Fountain; spring.
୨. ଜଳପ୍ରବାହ; ଜଳ ଧାର —୨. Flow of water.
୩. (+ ଭାବ. ଅନ) ଟୋପା ଟୋପା ହୋଇ ନିଗିଡ଼ିବା — ୩. Oozing; leaking; dropping.
୪. ସ୍ୱେଦ; ଝାଳ —୪. Sweat; perspiration.
୫. ମୂତ୍ର ତ୍ୟାଗକରଣ —୫. Urination; voiding urine; passing water.
୬. (+ ଅପାଦାନ. ଅନ)—ମାଲ୍ୟବାନ ପର୍ବତ; ଜନସ୍ଥାନ ମଧ୍ୟ— ବର୍ତ୍ତୀ ପର୍ବତବିଶେଷ —୬. Name of a range of mountains in the Western ghats of India.
୭. ଜଳପ୍ରପାତ — ୭. Waterfall; cascade; cataract (Apte).
୮. ଜଳର ପୁଆର —୮. A spout (Apte).