ପ୍ରସ୍ରବଣୀ
(ବୈଦ୍ୟକ) ଯେଉଁ ଯୋନିରୁ ସର୍ବଦା ଜଳୀୟ ସ୍ରାବ ହେଉଥାଏ —A feamle organ always exuding a watery liquid.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଦୁଷ୍ପ୍ରଜାବିନୀ ଏପରି ଜୋନିବିଶିଷ୍ଟ ସ୍ତ୍ରୀର ଗର୍ଭୋଦୟ ହେବା କଷ୍ଟକର (ହିନ୍ଦୀ - ଶ.)]