Jump to content

ପ୍ରସ୍ରା

ଉଇକିଅଭିଧାନ‌ରୁ

ପ୍ରସ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ରୂ ଧାତୁ= କ୍ଷରିତ ହେବା+ କର୍ମ. ଅ)

[ସମ୍ପାଦନା]
୧. ମୂତ୍ର; ମୂତ (ପ୍ରକୃତିବାଦ) —୧. Urine.
୨. (+ ଭାବ. ଅ)—ପ୍ରକୃଷ୍ଟରୂପେ କ୍ଷରଣ—(ପ୍ରକୃତିବାଦ) — ୨. Excessive distillation.