Jump to content

ପ୍ରସ୍ରାବ

ଉଇକିଅଭିଧାନ‌ରୁ

ପ୍ରସ୍ରାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ରବ)

[ସମ୍ପାଦନା]
୧. ମୂତ୍ର; ପଇତକ୍ — ୧. Urine.
୨. ମୂତିବା —୨. Urination.
୩. ଟୋପା ଟୋପା ହୋଇ ପଡ଼ିବା — ୩. Oozing; drooping.
୪. କ୍ଷରଣ; ଝରିବା —୪. Flowing.