Jump to content

ପ୍ରସ୍ୱାପ

ଉଇକିଅଭିଧାନ‌ରୁ

ପ୍ରସ୍ୱାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ ସ୍ୱପ୍ ଧାତୁ= ଶୋଆଇବା+ ଭାବ. ଅ)

[ସମ୍ପାଦନା]
୧. ଗାଢ଼ନିଦ୍ରା —୧. Profound sleep.
୨. ସ୍ୱପ୍ନ —୨. Dream (Apte).
୩. (+ କର୍ତ୍ତୃ. ଅ) ନିଦ୍ରା ଉତ୍ପାଦକ ଅସ୍ତ୍ରବିଶେଷ — ୩. A missile which induces sleep in the person attacked.