Jump to content

ପ୍ରସ୍ୱାପକ

ଉଇକିଅଭିଧାନ‌ରୁ

ପ୍ରସ୍ୱାପକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରସ୍ୱାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ ସ୍ୱପ୍ ଧାତୁ ଣିଚ୍+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିଦ୍ରା ଉତ୍ପାଦକ — ୧. Soporifie causing sleep.
୨. ନିହନ୍ତା —୨. Slaying (Apte).